ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ୧୩ନଂ ବାରୁପାଡା ରୁ ପାନପଡା କେନାଲ ରାସ୍ତା ମରାମତି ଅଭାବରୁ ଅତି ଶୋଚନୀୟ ଅବସ୍ଥା ହୋଇପଡିଛି କଛି ଦିନ ପୁର୍ବରୁ ସ୍ଥାନୀୟ ବାସିନ୍ଦା ସାମ ସୁନ୍ଦର ଗନ୍ଧା ଉକ୍ତ ରାସ୍ତାରେ ଯିବା ସମୟରେ ଗାଡ଼ି ର ଦୁର୍ଘଟଣା ର ଶିକାର ହେଇ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ତାଙ୍କର ଦୁଇ ଗୋଡରେ ଗୁରୁତର ଆଘାତ ହୋଇଛି ଉକ୍ତ କେନାଲ ରାସ୍ତା ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ପୈରପାଳିକା କୁ ନିବେଦନ କରିଛନ୍ତି।
