ରାଜଗାଙ୍ଗପୁର ବାଣ୍ଠୁପଡା ହନୁମାନ ମନ୍ଦିର ଠାରେ ଆଜି ବିଜୟ ଦଶମୀ ଉପଲକ୍ଷେ ବଜରଙ୍ଗ ଦଳପକ୍ଷରୁ ଶସ୍ତ୍ର ପୂଜନ ଅନୁଷ୍ଠିତ।

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବାଣ୍ଠୁପଡା ହନୁମାନ ମନ୍ଦିର ପରିସରରେ ବଜରଙ୍ଗ ଦଳ ଓ ଆର ଏସ ଏସ ପକ୍ଷରୁ ବିଜୟ ଦଶମୀ ଉପଲକ୍ଷେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୂଖ୍ୟ ଅତିଥି ରୂପେ ବିନୋଦ କୁମାର ଚୋବେ ଯୋଗଦାନ କରି ପାରମ୍ପାରିକ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ।

ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳପକ୍ଷରୁ ସନ୍ଦିପ ଦାସ, ଜିତେନ୍ଦ୍ର ଶର୍ମା,ଜିତେନ ପାତ୍ର,ଦୀପକ ଦୁବେ,ଜୀତୁ ଦାସ,ରୀଶି ଲାଲ ଆର ଏସ ଏସ ପକ୍ଷରୁ ବିବେକ ଅଗ୍ରୱାଲ,ବିନୟ ଅଗ୍ରୱାଲ ଓ ବହୁ ସ୍ଥାନୀୟ ନାଗରିକଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।

ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ରାଜଗାଙ୍ଗପୁର।

Leave a Reply

Your email address will not be published. Required fields are marked *