ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜରେଇକେଲା ଗ୍ରାମ ରେ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଗୁରୁତର ଆହତ।

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜରେଇକେଲା ଗ୍ରାମ ନୀକଟସ୍ଥ ସନ୍ଧ୍ୟାରେ ବିଲରେ ଟ୍ରାକ୍ଟର କାମସାରି ଫେରୁଥିବା ସମୟରେ ଡ୍ରାଇଭର ଟ୍ରାକ୍ଟର ରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ସୈାଭାଗ୍ୟ ବସତ ଟ୍ରାକ୍ଟର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲା ଟ୍ରାକ୍ଟର ପଛପଟେ ବସିଥିବା ଦୁଇଜଣ ଶ୍ରମିକ ଟ୍ରାକ୍ଟର ତଳେ ଚାପିହୋଇ ଯାଇଥିଲା ସୁଚନା ପାଇଁ ଗ୍ରାମବାସୀ ଘଟଣିସ୍ଥଳରେ ପହଞ୍ଚି ଦୁଇଜଣ ଶ୍ରମିକ ଙ୍କୁ ଉଧ୍ୟାର କରି ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ରେ ଭର୍ତି କରାଇବା ପରେ ଡ଼ାକ୍ତର ଜଣଙ୍କୁ ମୃତ ବୋଲି ଘୋଷଣା କରି ଗୁରୁତର ଆହତ ଶ୍ରମିକ କୁ ଅଧିକା ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥାନାନ୍ତରିତ କରିଥିଲେ ରାଜଗାଙ୍ଗପୁର ପୋଲିସ ଘଟଣା ସମନ୍ଧରେ ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି। ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ରାଜଗାଙ୍ଗପୁର।

Leave a Reply

Your email address will not be published. Required fields are marked *