ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା ସହର ର ସର୍ବପୁରାତନ କମୁନିଟି ସେଣ୍ଟର,ଓସିଏଲ କଲୋନୀ, ବିଜୁପଟ୍ଟନାୟକ ଛକ, ଲିପଲୋଇ,ଖାଡାଗଲି, ସୁବାଷ ଛକ, ରାଷ୍ଟ୍ରୀୟ ବିଦ୍ୟାଳୟ ଛକ,ପଦା ଜାମପାଲି ଓ ଆଖପାଖ ଅଞ୍ଚଳ ରେ ଧୁମଧାମରେ ପାଳନ ହେଲା ଆଦି ଶକ୍ତି ଦେବୀ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ରାଜଗାଙ୍ଗପୁର ପୋଲିସ ପକ୍ଷରୁ ସମସ୍ତ ମଣ୍ଡପ, ମୁଖ୍ୟ ରାସ୍ତା,ଛକ, ଧାର୍ମିକ ସ୍ଥଳରେ ପୋଲିସ ମୁତୟନ କରାଯାଇ ଆଇନ ଶୃଂଖଳା ରକ୍ଷା ପାଇବାପାଇଁ କଡ଼ା ବନ୍ଦୋବସ୍ତ ଗ୍ରହଣ କରଯାଇଥିବା ପରିଲକ୍ଷିତ ହୋଇଛି।
