ରାଜଗାଙ୍ଗପୁର ର ମାନ୍ୟବର ବିଧାୟକ ଡ଼କ୍ତର ସି ଏସ ରାଜନ ଏକ୍କା ଜନସାଧାରଣଙ୍କ ଓ ଭିନ୍ନକ୍ଷମ ସାମଗ୍ରିକ ବିକାଶ ତାଲିମ କେନ୍ଦ୍ର ର ବିଭିନ୍ନ ସମସ୍ୟା କୁ ତାଲିମ କେନ୍ଦ୍ର ର ଉଚ୍ଚ କତୃପକ୍ଷ ଙ୍କ ଆଲୋଚନା କରି ପ୍ରତିକାର ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶୃତି ପ୍ରଦାନ କରିଥିଲେ ତାଙ୍କ ସହ ରାଜଗାଙ୍ଗପୁର ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ମତି ସରିତା ସରୋନିୟା ଓ ତାଲିମ କେନ୍ଦ୍ର ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକାରୀ ଉପସ୍ଥିତ ଥିଲେ।

(ଦେବବ୍ରତ ମିତ୍ର)