ଦେବବ୍ରତ ମିତ୍ର ଙ୍କ ରିପୋର୍ଟ)ରାଜଗାଙ୍ଗପୁର ଅଞ୍ଚଳର ସମାଜସେବୀ ଯୁବ ନେତା ଶୁସିଲ ତିର୍କି ଙ୍କ ନେତୃତ୍ବରେ ରାଜଗାଙ୍ଗପୁର ଅଞ୍ଚଳର ତଥା ଜିଲ୍ଲା ର ଅଳ୍ପସଂଖ୍ୟକ ସ୍କୁଲ ର ବିଭିନ୍ନ ସମସ୍ୟା କୁ ନେଇ ଓଡ଼ିଶା ବିଧାନସଭା ବିଜେପି ସରକାର ଙ୍କ ଉପ ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇଙ୍କୁ ସୁନ୍ଦରଗଡ଼ ଠାରେ ସାକ୍ଷାତକରି ସୁନ୍ଦରଗଡ଼ ଜିଲ୍ଲା ର ଅଳ୍ପସଂଖ୍ୟକ ସ୍କୁଲ ର ବିଭିନ୍ନ ସମସ୍ୟା କୁ ନେଇ ବିସ୍ତୃତ ଭାବରେ ଆଲୋଚନା ପରେ ଦୁର୍ଗା ଓ କାଳିପୂଜା ଦୀପାବଳି ପରେ ଯଥାଶୀଘ୍ର ପଦକ୍ଷେପ ପାଇଁ ଆଶ୍ୱାସନା ପ୍ରଦାନ କରିଥିଲେ। ଉକ୍ତ ଆଲୋଚନା ରେ ଜିଲ୍ଲା ଅଳ୍ପସଂଖ୍ୟକ ସ୍କୁଲ ର ସଭାପତି ଯୁଧିଷ୍ଠିର ମହାକୁଡ଼, ସମ୍ପାଦକ ଅମୁଲ୍ୟ ତିର୍କି, ରିନା ତିଗ୍ଗା,ଟେରେସା ଟୋପ୍ନୋ ଓ ଜିଲ୍ଲା କମିଟି ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।