ରାଜଗାଙ୍ଗପୁର ସହର ନିକଟସ୍ଥ କୁନମୁର ଛକରେ ରାଜଗାଙ୍ଗପୁର ଅଭିମୁଖେ ଯାଉଥିବା ତେଲ ଟେଙ୍କର ବିଜୁ ରାଜ୍ୟ ରାଜପଥ ଠାରେ ରାସ୍ତା ମଝିରେ ହଠାତ ଜଣେ ମାନସିକ ବିକୃତି ବ୍ୟାକ୍ତି ଚାଲି ଆସିବାରୁ ଟେଙ୍କର ଗାଡ଼ି ର ଡ୍ରାଇଭର ବ୍ରକ୍ ମାରିବା ଫଳରେ ଗାଡି ନିୟନ୍ତ୍ରଣ ହରାଇ ଆଗକୁ ଯାଉଥିବା ବଡଗାଡି ପଛରେ ବାଡ଼େଇ ହୋଇ ରାସ୍ତା କଡ଼ ଡିଭାଇଡର ରେ ଦୁର୍ଘଟଣା ଘଟି ଟେଙ୍କର ଗାଡ଼ି ର ଡ୍ରାଇଭର କେବିନ୍ ଭିତରେ ଚାପି ଯିବାରୁ ସ୍ଥାନୀୟ ଲୋକମାନେ ଡ୍ରାଇଭର କୁ ସୁରକ୍ଷିତ ପଦାକୁ ବାହାରି କରିବାରେ ସଫଳ ହୋଇଥିଲେ ମାତ୍ର ଡ୍ରାଇଭର ର ଦୁଇ ଗୋଡ଼ ରେ ଗୁରୁତର ଆଘାତ ଥିବାରୁ ନିକଟସ୍ଥ କୁତ୍ରା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ପଠାଇଥିଲେ।
(ଦେବବ୍ରତ ମିତ୍ର ଙ୍କ ରିପୋର୍ଟ)