ରାଜଗାଙ୍ଗପୁର ବିଧାନସଭା ଅନ୍ତର୍ଗତ ବିହାବନ୍ଦ ଶ୍ରମିକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସୁରଭି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ମଗଂଲା କିଶାନ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ।

ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ସୁଶିଲା ଟପ୍ପୋ ସ୍ଥାନୀୟ ସରପଞ୍ଚ ରିଲା ଟପ୍ପୋ ଶିକ୍ଷ୍ୟା ଅଧିକାରୀ ସରିତା ସୋରୋନିଆ,ପୁର୍ବତନ ବ୍ଳକ ଚେୟାରମେନ ବସନ୍ତ ଟପ୍ପୋ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ, ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ, ଅବିଭାବକ, ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।