ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ର କୁ ଘରୋଇ କ୍କିନିକ୍ ଓ ଲାବୋ୍ଟୋରୀ ସଙ୍ଘ ପକ୍ଷରୁବିଦାୟ କାଳୀନ ସମ୍ବଦ୍ଧନା ଜ୍ଞାପନ କରାଯାଇଛି lଏହି ସମ୍ବଦ୍ଧନା ସମାରୋହ ରେ ଡାକ୍ତର. ସନ୍ତୋଷ ମିଶ୍ର ଡାକ୍ତର ସୁରମା ବେହେରା. ଡାକ୍ତର ସୁବ୍ରତ ଜେନା ଓ ସୁନିଲ ସାହୁ. ଲଷ୍ମୀଧର ଦାସ .ପ୍ରହରାଜ ବାବୁ ସହିତ ପ୍ରକାଶ କୁମାର ପଣ୍ଡା ମଦନ ମୋହନ ସରକାର ଓ ଘରୋଇ ଲାବୋ୍ଟୋରୀ ସଙ୍ଘ ର ସଦସ୍ୟ ଉପସ୍ଥିତ ରହିଥିଲେ ଏଥିରେ ଏକ ସଭାର ଆୟୋଜନ କରାଯାଥିଲାସଭା ଶେଷରେ ପ୍ରକାଶ କୁମାର ପଣ୍ଡା ଧନ୍ୟବାଦ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରି ଙ୍କୁ ଫୁଲ ତୋଡ଼ା ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲ l

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *