ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ପୈରପାଳିକା ବିଭିନ୍ନ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଆଜି ସକାଳ ଆଠ ଘଟିକା ସମୟରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସ୍ଵଚ୍ଛତା ହିଁ ସେବା ରେ ଶହଶହ ସାଧାରଣ ନାଗରିକ, କାରଖାନାର ମୂଖ୍ୟ ଅଧିକାରୀ, କର୍ମଚାରୀ ପୈରପାଳିକା ଚେୟାରମେନ, କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଵଛ ସେବୀ ସାଥୀ ଯୋଗଦାନ କରି ବିଭିନ୍ନ ରାସ୍ତା,ଗଲି,ଛକ, ସାପ୍ତାହିକ ବଜାର ସଫାସୁତୁରା କରାଯାଇଥିଲା।
