ରାଜଗାଙ୍ଗପୁର ପଞ୍ଚାୟତ ଗୋଷ୍ଠୀ ଉନ୍ନୟନ ସଭାଗୃହ ଠାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ଅଦଖ୍ୟତା ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜଣ ଶୁଣାଣୀ ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଦଖ୍ୟତା ରେ ରାଜଗାଙ୍ଗପୁର ପଞ୍ଚାୟତ ଗୋଷ୍ଠୀ ଉନ୍ନୟନ ସଭାଗୃହ ଠାରେ ରାଜ୍ୟ ସରକାରଙ୍କ ଯୁଗ୍ମ ଜଣ ଶୁଣାଣୀ ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ୨୬୧ ଜଣଙ୍କ ବିଭିନ୍ନ ଅଭିଯୋଗ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇ ଜିଲ୍ଲାପାଳ ମହୋଦୟ ପଞ୍ଜିକୃତ କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ଆଶ୍ଵସନା ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଡ଼ିଓ, ତହସିଲଦାର,ସିଡିପିଓ,ବଣ, ଅବକାରୀ, ବିଦ୍ୟୁତ,ଆରଡବଲୁଏସ ଏସ, ଥାନା, ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।

Leave a Reply

Your email address will not be published. Required fields are marked *