ବହୁ ଚର୍ଚ୍ଚିତ ତିରୁପତି ବାଲାଜୀ ମନ୍ଦିର ଠାରେ ପ୍ରସାଦ ରେ ଗୋ ଚର୍ବି ଓ ମାଛ ତେଲ ରେ ମିଶ୍ରଣ କରାଯାଇ ଉକ୍ତ ପ୍ରସାଦ ଭକ୍ତ ବଣ୍ଟନ ବିରୁଦ୍ଧରେ ରାଜଗାଙ୍ଗପୁର ବିପ୍ର ଫାଉଣ୍ଡେସନ ଓ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ରାଜଗାଙ୍ଗପୁର ଥାନା ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ହିନ୍ଦୁ ମନ୍ଦିର,ମଠ ଧାର୍ମିକ ସ୍ଥଳରେ ସନାତନ ସଞ୍ଚାଳନ କମିଟି ଦ୍ଵାରା ପରିଚାଳନା ପାଇଁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟ ଦାବିପତ୍ର ପ୍ରଦାନ କରି ପମ ମିଶ୍ରିତ ଭୋଗ ବିରୁଦ୍ଧରେ କଡ଼ା ସମାଲୋଚନା କରିଥିଲେ।