ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣିବନ୍ଧ ଓସିଏଲ ଚକ୍ଷୁ ଚିକିତ୍ସାଳୟ ମୂଖ୍ୟ ରାସ୍ତା ଠାରେ ବାମଡା ଅଞ୍ଚଳର ରଣଜିତ କୁସ୍ଆ ନିଜର ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ଲାଗି ରାଉରକେଲା ଭେଜାଲ ପଟେଲ ହସ୍ପିଟାଲର ଯାଉଥିବା ସମୟରେ ନିଜର ଦୁଇ ଚକିଆ ଗାଡ଼ି ରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଡିଭାଇଡର ରେ ପିଟି ହୋଇ ରାସ୍ତାରେ ଛିଟିକି ପଡ଼ିବା ଫଳରେ ମୁଣ୍ଡ ପଛପଟେ ଆଘାତ ଲାଗିବା ସୁଚନା ପାଇଁ ଟ୍ରକ ମାଲିକ ସଂଘ ର ସମ୍ପାଦକ ରାକେଶ ନନ୍ଦା ଓ ସଦସ୍ୟ ଏମଡି ହନିଫ ଘଟଣାସ୍ଥଳରେ ପହଞ୍ଚି ସଂଘ ର ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ସରକାରି ଡାକ୍ତରଖାନା ରେ ଭର୍ତି କରାଇ ପ୍ରାଥମିକ ଚିକିତ୍ସା କରିବାପରେ ଡାକ୍ତର ଙ୍କ ପରାମର୍ଶକ୍ରମେ ଅଧିକା ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ପଠାଇଥିଲେ।