ରାଜଗାଙ୍ଗପୁର ଆମ୍ବେଦକର ନଗର ଅଞ୍ଚଳ ରୁ ଦୁଇ ଜଣ ଚୋରଙ୍କୁ ଖାଇବା ସାମଗ୍ରୀ ଚୋରି ଅଭିଯୋଗରେ ଗିରଫ।

ରାଜଗାଙ୍ଗପୁର ତାଲକିପଡା ଅଞ୍ଚଳର ବିକି ତୁଳସିଆନଙ୍କ ଅଭିଯୋଗ କ୍ରମେ ତାଙ୍କର ଦୋକାନ ରୁ ୧୫ ପେଟି ରାଗ ଗୋଲ୍ଡ ରିଫାଇନ ତେଲ ୧ ଲିଟର କରି , ଗୋଟିଏ ପେଟି ସନ ଫ୍ଲାଆର,ମହାକୋଷ ତେଲ,ଅଧା ପେଟି ଫରଚୁନ ସନ ଫ୍ଲାଆର,୨ ପେକେଟ ଆସିର୍ବାଦ ଅଟା୫ କିଲୋ ପ୍ରାୟ ୩୦୦୦୦ ଟଙ୍କା ର ତେଜରାତି ସମାନ ଚୋରାଇ ନେବା ଅଭିଯୋଗ ରେ ଗିରଫ କରାଯାଇ ରାଜଗାଙ୍ଗପୁର ଥାନା କେସ ନଂ୪୫୨/୨୫,୯,୨୦୨୪ /ଅ ସେ ୩୩୧(୪)(୩୦୫)( a)BNS/331 (୪)(୩୦୫)(a)୩(୫)BNS କେସ ରେ ମାମଲା ରୁଜ୍ଜୁ କରାଯାଇ ରାଜଗାଙ୍ଗପୁର ଆମ୍ବେଦକର ନଗର ର କ୍ରୀଷ୍ଣା ସାଗର ଓ ସୁଜଲ ମହାନନ୍ଦିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରଖିଥିବା ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ସୁଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *