ରାଜଗାଙ୍ଗପୁର ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ, ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ସଭାପତି ଜଗନ୍ନାଥ ଯାଦବ ସମ୍ପାଦକ ରାକେଶ ନନ୍ଦା ଡାଲମିଆ ସିମେଣ୍ଟ କାରଖାନାର ମୂଖ୍ୟ ସୁରକ୍ଷା ଅଧିକାରୀ ସୁବ୍ରତ ପଟ୍ଟନାୟକ,ଆରକେ ସଡଂଗି, ଅମରେଶ ପଣ୍ଡା ଓ ଟ୍ରକ ମାଲିକ ସଂଘ ର ବହୁ ସଦସ୍ୟ ଙ୍କ ଉପସ୍ଥିତି ରେ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇ ରାଣିବନ୍ଦ ରୁ ମାଟିଗେଟ ର ମୁଖ୍ୟ ରାସ୍ତା ମରାମତି, ଅବରୋଧ, ରାସ୍ତା କଡ଼ରେ ଥିବା ବିଦ୍ୟୁତ ପୋଳ ରେ ଲାଇଟ୍ ବ୍ୟବସ୍ଥା, ବାୟୁମଣ୍ଡଳ ଦୂଷିତ ନିବାରଣ ନିମନ୍ତେ ପାଣି ଛିଞ୍ଚିବା ଓ ପାର୍କିଂ ବ୍ୟବସ୍ଥା ନିମନ୍ତେ ପଦେକ୍ଷପ ନିଆଯିବ ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତେ ନିଜନିଜର ମତାମତ ଉପସ୍ଥାପନ କରିଥିଲେ ଏବଂ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ପାଇଁ ପୈରପାଳିକା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
