ସାପ କାମୁଡ଼ାରେ ଯୁବକ ଗୁରୁତର ଆହତ ହୋଇ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ

ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଲାଖୁଆପଡା ଅଞ୍ଚଳର ରାଜ କୁମାର ନାଗ ନିଜ ଘରେ କାମକରୁଥିବା ସମୟରେ ହଠାତ୍ ଗୋଟିଏ ସାପ ହାତ ପାପୁଲିରେ କାମୁଡି ଦେଉଥିଲା ଉକ୍ତ ଜାଗାରୁ ରକ୍ତ ବାହାରୁ ଥିବା ଦେଖି ପରିବାର ଲୋକେ ସଂଗେସଂଗେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ରେ ଭର୍ତି କରାଇଥିଲେ ।

ସରକାରୀ ଡ଼ାକ୍ତର ସତ୍ୟପ୍ରିୟ ଡଲାୟୀ ହାତ ପାପୁଲି ଯାଞ୍ଚ କରି ଡାକ୍ତରଖାନା ରେ ଚିକିତ୍ସିତ କରିଥିଲେ। ପ୍ରାଥମିକ ଚିକିତ୍ସା କରିବାପରେ ଆହତ ଯୁବକ ବିପଦମୁକ୍ତ ଥିବା ଡ଼ାକ୍ତର ସୁଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *