ଦୁଇ ବାଇକ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର

ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ନାନପୁର ପୋଲ ଉପରେ ଦୁଇ bike ମଧ୍ୟ ରେ ଧକ୍କା  ହେବା ଫଳରେ ଜଣକର ମୃତ୍ୟୁ ହୋଇଛି.

ଅନ୍ୟ ଜଣେ ଗୁରୁତର, ଆମ୍ବୁଲାନ୍ସ ମାଧ୍ୟମରେ ସେମାନଙ୍କୁ ବଡ଼ଚଣା ଡାକ୍ତର ଖାନା କୁ ପଠା ଯାଇଛି, ମୃତ ବ୍ୟକ୍ତି ର ପରିଚୟ ମିଳି ପାରି ନାହିଁ

Leave a Reply

Your email address will not be published. Required fields are marked *