ତା 15/08/2024 ରିଖ ଭୁବନେଶ୍ୱର ୟୁନିଟ 8 ନୟାପଲ୍ଲୀ ସ୍ଥିତ ନାରାୟଣ ଇ -ଟେକ୍ନୋ ବିଦ୍ୟାଳୟ ର ସ୍ୱାଧୀନତା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି .

ବିଦ୍ୟାଳୟ ର ଏ.ଜି .ଏମ କିଶୋର ପାଣିଗ୍ରାହୀ , ଡି .ଜି .ଏମ – ପି ଶ୍ରୀ ନିବାସ ଙ୍କର ଉପସ୍ଥିତି ଅଧ୍ୟକ୍ଷା ଶ୍ରୀମତୀ ଟି .ଶ୍ରୀଦେବୀ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ , ଜାତୀୟ ସଂଗୀତ ଗାନ କରିବା ସହ ଅନେକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପରିବେଶ ଟି ବେଶ ସୁଖରିତ ହୋଇଥିଲା |

| କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲା 8ମ ଶ୍ରେଣୀ ର ଛାତ୍ର ଶ୍ରୀମାନ ଆୟଵନ୍ତ ମହାନ୍ତି ,ତୁଳସୀ ଦୁଇପତ୍ର ରୁ ବସିଲା ଭଳି ଛୋଟ ପିଲାଟି ତାର ଅନ୍ତର୍ନିହିତ ସୃଜନଶୀଳତା ର ପରିଚୟ ସୃଷ୍ଟି କରି ରଚନା କରିଛନ୍ତି ‘HOW TO PLAY CRICKET -FOR JUNIORS ‘ ପୁସ୍ତକ |

ଏହି ପୁସ୍ତକ ମାଧ୍ୟମ ରେ ଛୋଟ ଛୋଟ ପିଲାମାନେ କିପରି କ୍ରିକେଟ ପରି ଏକ ଲୋକପ୍ରିୟ ଖେଳକୁ ସୁଚାର ରୂପେ ଖେଳିପାରିବେ ,ତାହାର ସମସ୍ତ ନିୟମାବଳୀ କୁ ସ୍ଥାନ ଦିଆଯାଇଛି ,ସେଥିପାଇଁ ଶ୍ରୀମାନ ଆୟାଵନ୍ତ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ,ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ କୃତିତ୍ୱ ଲାଭ କରିଥିବା ପିଲାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ,

ସଫ୍ଟ ସ୍କିଲ ବିଭାଗ ର ଟ୍ରେନ୍ର ସୌମ୍ୟ ସାବତ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ଡିନ ଦେବାଶିଷ ମହାନ୍ତି ,ଜୟପାଲ ରେଡ଼ି (ଅଲମ୍ପିଆନ )ଇ ଚାମ୍ପ ର ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ଦଳାଇ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନଙ୍କର ସହଯୋଗ ରେ କାର୍ଯ୍ୟକ୍ରମ ଟି ବେଶ ସୁଚାର ରୂପେ ସମ୍ପାଦିତ ହୋଇଥିଲା

Leave a Reply

Your email address will not be published. Required fields are marked *