ମାଁ ନାରାୟଣୀ ଅନନ୍ତ ପୂଜାକମିଟି ପକ୍ଷରୁ ସୈାଜନ୍ୟ ମୂଳକ ସାକ୍ଷାତ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଯାଉଥିବା ଭୋଏ ପଡା ସ୍ଥିତ ବଜରଙ୍ଗ ଛକର ମାଁ ନାରାୟଣୀ ଅନନ୍ତ ପୂଜା କମିଟିର ର କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ଆଜି ନବ ନିର୍ବାଚିତ ବିଧାୟକ ଜମିଦାର ଶ୍ରୀମାନ ସନତ କୁମାର ଗଡତୀୟାଙ୍କ ବାସଭବନରେ ପୁଷ୍ପଗୁଚ୍ଛ ପ୍ରଦାନ ସହ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।ଏ ଅବସରରେ ପୂଜା କମିଟିର ସଭାପତି ଶିବ ମେହେର,ସମ୍ପାଦକ ଦେବବ୍ରତ ରଥ, ପୂର୍ବତନ ସଭାପତି ଦେବାର୍ଚ୍ଚନ ମେହେର, ପୂର୍ବତନ ସମ୍ପାଦକ ହାଡୁ ମେହେର, ପୂର୍ବତନ କୋଷାଧ୍ୟକ୍ଷ ନିମାଇ ମେହେର,ରସିକ ମେହେର,ସୁନିଲ ମେହେର, ସୁବୋଧ ମେହେର ପ୍ରମୁଖ ଉପସ୍ଥିତ ହୋଇ ଶୁଭେଚ୍ଛା ଜ୍ଞାପନ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *