ଯାଜପୁରର ବଡ଼ଚଣାରେ ୫ ଟି ବିଦ୍ୟାଳୟର ଛାତ ରୁ ପ୍ଳାଷ୍ଟର ଖଣ୍ଡ ଖସିଲା

ଯାଜପୁର : ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଲ ପଂଚାୟତ ମା ମଲିହା ଶୁଣି ୫ ଟି ଉ ଚ୍ଛ ବିଦ୍ୟାଳୟ ର ଛାତ ରୁ ପ୍ଳାଷ୍ଟର ଖଣ୍ଡ ଖସି ପଡିଛି, ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମଧ୍ୟ କୁ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଉପରେ ଛାତ ପ୍ଳାଷ୍ଟର ଖଣ୍ଡ ପଡିବାରୁ ପାଞ୍ଚ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି, ଶିକ୍ଷକ ମାନେ ସେମାନଂକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଇଛନ୍ତି।

ଏହି ଘଟଣା ପରେ ଅଭିଭାବକ ଓ ସ୍ଥାନୀୟ ଅଂଚଳ ରେ ଉତେଜନା ପ୍ରକାଶ ପାଇଛି, ବଡ଼ଚଣା ବିଧାୟକ ଅମର ନାୟକ ଓ ବଡ଼ଚଣା ବିଡ଼ିଓ ଘଟଣା ସ୍ଥଳ ରେ ପହଂଚି ଲୋକ ଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରାଯାଇ କାଯ୍ୟ ନୁଷ୍ଠାନ ଗ୍ର ହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *