ନବ ନିର୍ବାଚିତ ବିଧାୟକଙ୍କୁ ବିଜେପୁର ବ୍ଲକ କଳାକାର ସଂଘ ପକ୍ଷରୁ ଅଭିନନ୍ଦନ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ବ୍ଲକ କଳାକାର ସଂଘ ପକ୍ଷରୁ ରବିବାର ଦିନ ବିଜେପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏ ଅବସରରେ ବିଜେପୁର ବ୍ଲକ କଳାକାର ସର୍ବଶ୍ରୀ:-ଦେବରାଜ ଖମାରୀ,ସମାରୁ ମେହେର, ଗୋଦାବରୀ ପ୍ରଧାନ,ଜୟଲାଲ ବୁଡେକ,ଲେଖାରାମ ମେହେର, କିଶୋର ଗଡତିଆ, ବିରେନ୍ଦ୍ର ବିଭାର,ଭବସାଗର ଗିରୀ,ଦୁର୍ବାଦଳ ମେହେର,ହାରାଧନ ସାହୁ, ଦେବେନ୍ଦ୍ର ମଟାରୀ,ମୋହନ ସିଂ କହ୍ନେଇ, ପ୍ରମୋଦ କୁମାର ବେହେରା, ଚୈତନ୍ୟ ପାତ୍ର, ସନ୍ତୋଷ ଦେହେରୀ, ଭୁବନେଶ୍ବର ପ୍ରଧାନ, ସୁରେନ୍ଦ୍ର ବିଭାର ଓ ନବିନ କୁମାର ସାହୁ ଏକତ୍ରିତ ହୋଇ ଶ୍ରୀ ଗଡତୀୟାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଭିନନ୍ଦନ ଜ୍ଞାପନ କରିଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *