କବୟିତ୍ରୀ ଶ୍ରୀମତୀ ସାବିତ୍ରୀ ମେହେର

ଜେଠା ଉଜଲ୍ ପଖ ର ଷଷ୍ଠୀ ଦିନେ
ହେବା ବଳି ଶିବର୍ ଵିହା
ଭକତ ମାନେ ଉସତ୍ ହେଇକରି
ଦେଖବାର କେ ହେସନ୍ ଠିଆ
ଶୀତଳ ଷଷ୍ଠୀ କେ ଭିଡ ହେବେ ବଳି
ଘିନି ଗଲେ ତୁନ ସାଗ
ସାଙ୍ଗେ ଅଛନ୍ ତାକର ମା ପାର୍ବତୀ
ନନ୍ଦୀ ବାବା ଔର ନାଗ୍
ଶିବ ବାବା ବଳନ ସୁନ ପାର୍ବତୀ
ପାତଳ ଘଂଟା ନାଇଁ ଘିନୁ
ଶହେ ଟଙ୍କା ଦେଇ ପାତଲ୍ ଘଂଟା ଘିନଲେ
ହେତକି ଟଙ୍କା ପାଏମା କେନୁ
ଦେଲ ଭାତ୍ ଦେମା ଭକତ ମାନଙ୍କୁ
ଖଟା ଦେଲେ ଦେମା ଲେଥା
ତେତେଲ ଆମୁଲ ସାଙ୍ଗେ ଖଡା ଭେଣ୍ଡି
ପକେଇ ନେମା ଫଟା ଫଟା
ଷଣ୍ଢ ବାବା ବଲେ ଚିନ୍ତା ନାଇ କର
ମୁଇଁ ଥିଲେ କାଏଁ ଅଭାବ
ଥରେ ନାର୍ଦି ଗଲେ ବଜାର ଭିତରେ
ମିଲିଯିବା ସବୁ ଜବାବ୍
ଲୋକ୍ ପଲାବେ କିର କିରନୁ
ଛାଡି ଯିବେ ତୁନ୍ ଶାଗ
ଯାହା ପାରମା ବୁହି ନେମାନ
କାଏ କର୍ମା ମୂଲ୍ ଦାମ
ଶିବ ବାଇଲେ ବାବୁ ନନ୍ଦି ରେ
ଏନାତା କଥା ନାଇ କହ
ସମକୁ ଯାହା ଆମକୁ ତାହା
ନାଇ ଦୁଖ ମନା ହ
ଉଷତ ହେଇକରୀ ରହିଥିମା ବାବୁ
ଭଗତ ମାନକର ସାଙ୍ଗେ
ଭଙ୍ଗ ଗୁଲିନେମା ଭଗତ ମାନଙ୍କୁ ଦେମା
ଗୁରସ୍ ଔର ଚୂର୍ଲା ଭାଙ୍ଗେ
ଭଙ୍ଗ ପିଇକରି ନାଚୁ ଥିବେ ସଭେ
ବରାତ୍ ବାହାରିଲା ବେଲକେ
ନାଇଲାଗେ ଗାଡ଼ି ମଟର କିଛି ବାବୁ
ନର୍ଦି ଦେଗି ନଚୁଥିବେ
ମା ପାର୍ବତୀ କହୁଛନ୍ ବାବା
ବନେ କଥା ପଦେ କହେଲ୍
ଭୂଳା ବାବା ବଳି ନାଁ ପାଇଛ ହେ
ସବୁ କଥା କେତ ଭୁଲ ସ
ନାଇ ଆସନ ଲୋକ ଭୁଜି ଖାଇବାର କେ
ଆଇବେ ଦୁକ୍ ଟେ ଧରି
ଶିବ ପାର୍ବତୀ କେ ଦେଇଦେମା ବଳି
କରୁଥିବେ ଅର୍ଦଲି
ଦୁଖ ନେଇ ତାହାକୁ ସୁଖ ଦେମା ପର୍ଭୁ
ବାକି କଥା ଛାଡି ନିଅ
ଭଗତ ମାନ୍ ଙ୍କର ଦୁଖ ଉନା ହେଲେ
ଉସତ୍ ହେବେ ଯହ ଯହ
ଆମର ବିହା ଘର୍ ଆଏଲେ ମାହାପୁରୁ
ଉପହାରେ ଦେବେ ଦୁଃଖ
ହେଥିରର ବଦଲା ସୁଖ ଦେଇ ନେମା
ସମ୍ କର୍ ମେଟି ଯିବା ଭୋକ୍
ବିଜେପୁର , ବରଗଡ