ଶ୍ରୀଲଂକାରେ ସୁନ୍ଦରକାଣ୍ଡ ପାଠ କଲେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ।

Advertisement
Advertisement
Click for Any Complaint Regarding This News
AAA Online Services

ପୂରୀ/କଟକ (ଡେସ୍କ) : ଶ୍ରୀରାମ ସୁନ୍ଦରକାଣ୍ଡ ଚ୍ୟାରିଟେବଲ ଟ୍ରଷ୍ଟ ଦ୍ୱାରା ଶ୍ରୀଲଂକାରେ ସୁନ୍ଦରକାଣ୍ଡ ପାଠର ଆୟୋଜନ କରାଯାଇଛି। ଗତ ୧୮ତାରିଖରୁ ସଂଘଠନର ମୁଖ୍ୟ ସୁନ୍ଦରକାଣ୍ଡ ବ୍ୟାସ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଶ୍ରୀଲଂକାରେ ସୁନ୍ଦରକାଣ୍ଡ ପାଠ କରୁଛନ୍ତି। ଆସନ୍ତା ୨୪ତାରିଖ ଯାଇ ଏହି ସୁନ୍ଦରକାଣ୍ଡ ପାଠ ଚାଲିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶ୍ରୀଲଂକାରେ ବହୁ ଅଧିକ ସଂଖ୍ୟାରେ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜକୁ ଗର୍ବିତ ମନେ କରୁଛନ୍ତି। ସୁନ୍ଦରକାଣ୍ଡ ପାଠ ଓ ସନାତନ ସଂସ୍କୃତି ପ୍ରତି ଶ୍ରୀଲଂକା ବାସୀଙ୍କ ଆକର୍ଷଣ ବହୁ ଅଧିକ ରହିଛି ହଜାର ହଜାର ସଂଖ୍ୟାରେ ଲୋକେ ଆମ ସହିତ ଯୋଡ଼ି ହୋଇ ପାଠ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Please Share

Leave a Reply

Your email address will not be published. Required fields are marked *