ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟପାଳଙ୍କ ରୁଟିନ୍ ଚେକଅପ୍ ଚାଲିଛି। ତେବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ।ଆଜି ରାତିରେ ରାଜ୍ୟପାଳ ହସ୍ପିଟାଲରେ ରହିବେ।