ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା, ଛୁଇଁଲା ତିନି ଅଙ୍କ

Advertisement
Advertisement
Click for Any Complaint Regarding This News
AAA Online Services

ଦିନ ପ୍ରତିଦିନ ଓଡ଼ିଶା ରେ କରୋନା ସ୍ଥିଥି ଜଟିଳ ହେବାରେ ଲାଗିଛି । ଲୋକ ମାନଙ୍କ ର ଖାମଖିଆଲି ନୀତି ଯୋଗୁଁ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ଅସଫଳ ହେବାପରି ମାନେ ହଉଛି । ଦିନ କୁ ଦିନ ଅଣାୟତ୍ତ ହେଉଛି କରୋନା । ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ସମୟରେ ସେ ପଟେ କରୋନା ଜନିତ ମୃତ୍ୟୁ ବଢ଼ି ଚାଲିଛି । ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ଆଜି ସର୍ବମୋଟ ମୃତ୍ୟୁ ସଂଖ୍ୟା ତିନି ଅଙ୍କ ରେ ପହଁଚିଛି । ଆଜି ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

Please Share

Leave a Reply

Your email address will not be published. Required fields are marked *