ନୂଆଦିଲ୍ଲୀ:ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୨ ହଜାର ୬୯୫ ସଂକ୍ରମିତ ଚିହ୍ନଟ, ୬୦୬ ଜଣଙ୍କ ମୃତ୍ୟୁଭାରତରେ ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇ ୯ ଲକ୍ଷ ୬୮ ହଜାର ୮୭୬କୁ ପହଞ୍ଚିଛି, ୨୪ ହଜାର ୯୧୫ ଜଣଙ୍କ ମୃତ୍ୟୁ, ଏବେ ୩ ଲକ୍ଷ ୩୧ ହଜାର ୧୪୬ ସକ୍ରିୟ ରୋଗୀ ଥିବାବେଳେ ୬ ଲକ୍ଷ ୧୨ ହଜାର ୮୧୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତରଣାଳୟ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ରେ ମହାରାଷ୍ଟ୍ର ରୁ ୭,୯୬୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୨ ହଜାର ୬୯୫ ସଂକ୍ରମିତ ଚିହ୍ନଟ
Click for Any Complaint Regarding This News
AAA Online Services