କଳାହାଣ୍ଡି ଖବର : ଗାଁ ରାସ୍ତାର କାଦୁଅ ନର୍ଦମା ସଫେଇ କାର୍ଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

କଳାହାଣ୍ଡି : କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବୁରାଇ ଗ୍ରାମ ରେ ରାସ୍ତା ରେ କାଦୁଅ ମାଟି ଜମି ରହି ବର୍ଷା ଦିନେ ରାସ୍ତାର ବହୁତ ଅସୁବିଧା ର ସମୁଖୀନ ହୋଇଥାଏ। ଫଳରେ ଗ୍ରାମର କିଛି ଯୁବକ ଭାଇ ମାନେ ମିଶି ନର୍ଦ୍ଦମା ସଫେଇ କାମ କରିଛନ୍ତି। ଲୋକେ ଘରୁ ରାସ୍ତା କୁ ବାହାରି ଲେ କାଦୁଅ ନର୍ଦ୍ଦମା ପାଣି ମାଡି ବାକୁ ପଡିଥାଏ। କାରଣ ଗାଁ ରେ ଡ୍ରେନ ର ସୁବିଧା ନ ଥିବା ରୁ ଏହି ପରିସ୍ଥିତି ରେ ସମୁଖୀନ ହୋଇଥିବା ଦେଖିବାକୁ ମିଳିଛି।

ଘର ସାମ୍ନା ରେ କାଦୁଅ ନର୍ଦ୍ଦମା ପାଣି ରହିଥିବା ରୁ ବୁଦ୍ଧ ଜନିତ ଲୋକଙ୍କ ରାସ୍ତା ରେ ଆସିବା ଯିବା ବେଳେ ଖସି ପଡିବାର ସମ୍ଭାବନା ରହିଛି। ଗାଁ ରାସ୍ତା ପରିମଳଓ ସୁ ଛ୍ଛ ରହିବା ନିହାତି ଆବଶ୍ୟକ ବୋଲି ଗ୍ରାମର ଲୋକେ ଅଭିଯୋଗ କରଛନ୍ତି ଓ ଗାଁ ସ୍ୱଚ୍ଛ ରହିଲେ ସମସ୍ତେ ସୁସ୍ଥ ରେ ରହିବା ବୋଲି ଯୁବକ ଭାଇ ମାନେ କହିଛନ୍ତି।

କଲାହାଣ୍ଡି ଜିଲ୍ଲା ରୁ ବବୁଲୁ ସାହୁଙ୍କର ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *