ରାଜ୍ୟରେ ଆଉ ୫୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ଜାଣନ୍ତୁ ଆପଣଙ୍କ ଯିଲରେ କେତେ

Advertisement
Advertisement
Click for Any Complaint Regarding This News
AAA Online Services

ରାଜ୍ୟରେ ଆଉ ୫୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪ ରେ ପହଞ୍ଚିଲା ।

ଅନଗୁଳରେ 1, ବାଲେଶ୍ୱରରେ 26, ବରଗଡ଼ରେ 1, ଭଦ୍ରକରେ 2, ବଲାଙ୍ଗୀରରେ 21, କଟକରେ 17, ଢେଙ୍କାନାଳରେ 1, ଗଜପତିରେ 3, ଗଂଜାମରେ 215, ଜଗତସିଂହପୁର ରେ 4, ଯାଜପୁରରେ 25, ଝାରସୁଗୁଡାରେ 4, କେନ୍ଦ୍ରାପଡାରେ 5, କେଉଁଝରରେ 7, ଖୋର୍ଦ୍ଧା ରେ 50, କୋରାପୁଟରେ 6, ମାଲକାନଗିରିରେ 3, ମୟୁରଭଞ୍ଜରେ 10, ନବରଙ୍ଗପୁରରେ 3 , ନୟାଗଡରେ 18 , ନୂଆପଡାରେ 4, ପୁରୀରେ 16, ରାୟଗଡା ରେ 1 ଆକ୍ରାନ୍ତ ଚିନ୍ହତ ହୋଇଥିବା ସୂଚନା ମିଳିଛି।

Please Share

Leave a Reply

Your email address will not be published. Required fields are marked *