କଟକ : ମହାନଗର ନିଗମ ପକ୍ଷରୁ କଟକ ସହରରେ ଆସନ୍ତା 10 ତାରିଖ ମଧ୍ୟରାତ୍ରୀ ଯାଇ ସଟଡାଉନ ବୃଦ୍ଧି କରାଯାଇଛି। ମହାନଗର ନିଗମ ପକ୍ଷରୁ ବର୍ତ୍ତମାନ ଏହି ସୂଚନା ପ୍ରଦାନ କରାଯାଇଛି। ପୂର୍ବରୁ 8 ତାରିଖ ଯାଇ ସଟଡାଉନ ଘୋଷଣା କରିଥିଲା ନିଗମ। କିନ୍ତୁ ସ୍ଥିତି କ ରୋନା ର ବଢୁଥିବା ସ୍ଥିତି ଦେଖି ସଟଡାଉନ କୁ ଆହୁରି ବଢ଼େଇ ଦେଇଛି।
ଏହା ସହିତ ରାଜ୍ୟ ସରକାର ପକ୍ଷରୁ ଜାରି ଥିବା ସଟଡାଉନ ମଧ୍ୟ କାର୍ଯ୍ୟକାରୀ ରହିବ ଆସନ୍ତା (ଶନିବାର ଓ ରବିବାର) ମଧ୍ୟ ସଟଡାଉନ ରହିବ। ତେବେ ଆସନ୍ତା ସୋମବାର ସକାଳ 5 ପରେ ଏହି ସଟଡାଉନ ଉଠିବ