ଜୁଲାଇ ୯ରୁ ବ୍ରହ୍ମପୁର ସଟ୍‌ଡାଉନ

Advertisement
Advertisement
Click for Any Complaint Regarding This News
AAA Online Services

ବ୍ରହ୍ମପୁର : ଜୁଲାଇ ୯ରୁ ୧୩ ଯାଏ ବ୍ରହ୍ମପୁର ମହାନଗର ନିଗମ ସଟ୍‌ଡାଉନ ରହିବ I ୫ଟି ବ୍ଲକ୍‌ ସଦର ମହକୁମା ଓ ୧୭ଟି ଏନ୍‌ଏସି ମଧ୍ୟ ସଟ୍‌ଡାଉନ ଘୋଷିତ Iଏହି ସମୟରେ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ I

କରୋନା ଲକ୍ଷଣ ନେଇ ସ୍କ୍ରିନିଂ କରିବାକୁ ମୋଟ ୨୦୦ ଟିମ୍‌ ଗଠନ କରାଯାଇଛି I ବ୍ରହ୍ମପୁର ସହର ପାଇଁ ୧୦୦ ଓ ଅନ୍ୟ ସହରାଞ୍ଚଳ ପାଇଁ ୧୦୦ ଟିମ ନିୟୋଜିତ ରହିବେ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

Please Share

Leave a Reply

Your email address will not be published. Required fields are marked *