କଟକ ସହରରେ 59 କରୋନା ପଜିଟିଭ ଚିହ୍ନଟ

Advertisement
Advertisement
Click for Any Complaint Regarding This News
AAA Online Services

କଟକ : କଟକ ସହରରେ କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ମହାନଗର ନିଗମ ପକ୍ଷରୁ ସୂଚନା ପ୍ରଦାନ କରାଯାଇ 59 କରୋନା ପଜିଟିଭ ଚିହ୍ନଟ ହୋଇଥିବା କୁହାଯାଇଛି।

ଖବର ଅନୁଯାଇ 56ଜଣ ସଂଘରୋଧ କେନ୍ଦ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ତଳ ତେଲେଙ୍ଗା ବଜାରର ଜଣେ 27 ବର୍ଷୀୟ ମହିଳା ଯିଏ ହୋମ ସଂଘରୋଧରେ ଥିଲେ ସେ କରୋନା ଆକ୍ରାନ୍ତ ହୋଇଥିବା ବେଳେ 2 ଜଣ ଲୋକଲ ବ୍ୟକ୍ତିଙ୍କ କରୋନା ସଂକ୍ରମିତ ହୋଇଥିବା ଖବର ଅଛି। 36 ବର୍ଷୀୟ ପୁରୁଷ, ଶଙ୍କରପୁର ନିବାସୀ ଓ 30 ବର୍ଷୀୟ ମହିଳା, ନିମଚୌଡି ନିବାସୀଙ୍କୁ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି ବୋଲି ସୂଚନା ମିଳିଛି।

Please Share

Leave a Reply

Your email address will not be published. Required fields are marked *