କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ରୁଗୁଡ଼ି ପଡ ଗ୍ରାମ ର ମୁଖ୍ୟ ରାସ୍ତା ମରଣ ଯନ୍ତା ପାଲିଟିଛି । ଏହି ରାସ୍ତା ଦେଇ ମହବନ୍ଦ ପଡ, ରୁଗୁଡ଼ି ପଡ କରଲାମୁଣ୍ଡା ପଞ୍ଚାୟତ ର ଅନେକ ଗାଁ ଲୋକ ଯିବା ଆସିବା କରନ୍ତି ।
ହେଲେ ରାସ୍ତା ର ଅବସ୍ଥା ଅତନ୍ତ ଶୋଚନୀୟ ଥିବାରୁ ପ୍ରତେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ । ଏଣୁ ସ୍ଥାନୀୟ ଗ୍ରାମ ବାସି ରାସ୍ତା ମରାମତି ଠିକ ଭାବରେ କରିବା ପାଇଁ ସାଧାରଣ ଦାବି କରିଛନ୍ତି ।ଏବଂ ଏହି ରାସ୍ତା ଦେଇ ଯାତାୟାତ କରିବା ବହୁତ କଷ୍ଟକର ବୋଲି ଗ୍ରାମ ବାସି କହିଛନ୍ତି ।
କଳାହାଣ୍ଡି ରୁ ବବୁଲୁ ସାହୁ ଙ୍କ ରିପୋର୍ଟ l