ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ବ୍ରହ୍ମପୁର ଠାରୁ କନ୍ୟାକୁମାରୀ-ତ୍ରିଭେନ୍ଦ୍ରମ ଅଭିମୁଖୀ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ,ଗଞ୍ଜାମ ଜିଲ୍ଲା ର ସାଂସଦ,ବିଧାୟକ ବିଧାୟିକା ଗଣ,ବ୍ରହ୍ମପୁର ମେୟର ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ଗଞ୍ଜାମ ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।
ବ୍ରହ୍ମପୁର ରେଳ ଷ୍ଟେସନ,ତୀର୍ଥ ଯାତ୍ରା ଯୋଜନା ; ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଭିମୁଖୀ ଯାତ୍ରାର ଶୁଭାରମ୍ଭ !
Click for Any Complaint Regarding This News
AAA Online Services