ବିଦ୍ୟୁତ ଆଘାତ ରେ ସଫେଇ କର୍ମଚାରୀ ମୃତ।

Advertisement
Advertisement
Click for Any Complaint Regarding This News
AAA Online Services

ଡ୍ୟୁଟି କରୁଥିବା ସମୟରେ ବିଦ୍ୟୁତ ଆଘାତରେ ସଫେଇ କର୍ମଚାରୀ ମୃତ।ସୁଚନା ଅନୁସାରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ଏନଏସିର ଠିକାରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ସନ୍ୟାସୀ ବେହେରା ବୟସ(୩୦) ବରପାଲି ସହର ଆଜି ସବୁଦିନ ପରି ସଫେଇ କାର୍ଯ୍ୟରେ ଯାଇଥିଲେ।ଗୋଟିଏ ମୃତ ଘୁଷୁରୀକୁ ଉଦ୍ଧାର କରିବା ସମୟରେ କୌଣସି କାରଣରୁ ତାଙ୍କ ଶରୀର ବିଦ୍ୟୁତ ସମର୍ଷରରେ ଆସିଯାଇଥିଲା।ପ୍ରଥମେ ତାଙ୍କୁ ବରପାଲି ଡାକ୍ତରଖାନା ନିଆ ଯାଇଥିବଲା ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ତାଙ୍କର ଗୋଟିଏ ୩ବର୍ଷର ଛୋଟ ପୁଅଅଛି। ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା।ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।

Please Share

Leave a Reply

Your email address will not be published. Required fields are marked *