ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ।

Advertisement
Advertisement
Click for Any Complaint Regarding This News
AAA Online Services

ନବ ଯୌବନ ଦର୍ଶନ:

ବିଗତ ୧୫ ଦିନ ର ଅସୁସ୍ଥତା ପରେ ଆଜି ର ପବିତ୍ର ଦିନ ରେ ମହା ପ୍ରଭୁ ଶ୍ରୀ ଜଗନ୍ନାଥ, କନିଷ୍ଠା ଭଗ୍ନୀ ଦେବୀ ଶୁଭଦ୍ରା ଏବଂ ଜ୍ୟେଷ୍ଠ ଭ୍ରାତା ପ୍ରଭୁ ଶ୍ରୀ ବଳଭଦ୍ର ଜୀଉ ଅଣସର ଗୃହ ରୁ ବାହାରି ଆସି ଶ୍ରୀମନ୍ଦିର ରେ ରତ୍ନ ସିଂହାସନ ଆରୋହଣ କରନ୍ତି

ତଥା ନୂତନତା ର ଦୃଷ୍ଟାନ୍ତ ରୂପେ ନବ ଯୌବନ ବେଶ ରେ ସମସ୍ତ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି. ଏଥିପାଇଁ ଆଜିର ପବିତ୍ର ଦିବସ କୁ ନବ ଯୌବନ ଦର୍ଶନ ଦିବସ ରୂପେ ପାଳନ କରାଯାଏ

ଆଜି ରଥ ନିର୍ମାଣ ସୋପାନ ର ସମାପ୍ତି ର ଏକ ସଂକେତ ସ୍ୱରୂପ ମହା ପ୍ରଭୁ ଙ୍କ ରଥ ଉପରେ କପିକେତନ ବାନା ଲଗାଯାଏ. ଏଥି ପାଇଁ ଆଜି ର ଶୁଭ ଦିନ ଟିକୁ “ନେତ ଉତ୍ସବ” ନାମ ରେ ମଧ୍ୟ ପାଳନ କରାଯାଏ।

Please Share

Leave a Reply

Your email address will not be published. Required fields are marked *