ଓଡିଶା ସୁରକ୍ଷା ସେନା ମହିଳା ଶାଖା ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ

Advertisement
Advertisement
Click for Any Complaint Regarding This News
AAA Online Services

ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କୁ ରକ୍ଷା କରି ଓଡିଶା ସୁରକ୍ଷା ସେନା ରାଜ୍ୟ ସଭାପତି ଶ୍ରୀ ଅଭିଷେକ ଯୋଶୀ ଙ୍କ ନିର୍ଦ୍ଦେଶ କ୍ରମେ କୋରୋନା ଯୋଧ୍ୟା ଙ୍କ ସମ୍ମାନାର୍ଥେ ଓଡିଶା ସୁରକ୍ଷା ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ” ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଓଡିଶା ସୁରକ୍ଷା ସେନା ମହିଳା ଶାଖା ପକ୍ଷରୁ ଭୁବନେଶ୍ୱର ସ୍ଥିତ ପଳାଶୁଣି ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଅନୁରାଧା ଦାସ,ମିନାକ୍ଷୀ ବିଶ୍ୱାଳ,ମଧୁସ୍ମିତା ଦାସ,ପ୍ରଭାତୀ ସେଠି,ଦେବକୀ ବାରିକ,କସ୍ତୁରୀ,ରିତା,ସ୍ମରଣୀକା,ପ୍ରଭାତୀ ଦୀକ୍ଷିତ,ସୌଭାଗ୍ୟ,ସଞ୍ଜୟ,ଚିରଞ୍ଜିବି,ଦିବାକର ଦାସ,କୁମାରୀ ମିନାକ୍ଷୀ ଆଦି ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *