ଵାଲେଶ୍ବରେ ବାଇକ ଆରୋହିଙ୍କ ଦୁର୍ଘଟଣା ରେ ମୃତ୍ୟୁ

Advertisement
Advertisement
Click for Any Complaint Regarding This News
AAA Online Services

ବାଲେଶ୍ଵର, (ପ୍ରଦୀପ୍ତ ରଞ୍ଜନ ଦାଶ) : ଅଙ୍ଗାରଗଡିଆ ର ବିର୍ଲା ଟାୟାର ରୋଡ଼୍ ରେ ସ୍କୋଟିରେ ଯାଉଥିବା ସମୟରେ ଜଣେ ୨୪ବର୍ଷୀୟ ଯୁବକଙ୍କ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରେଇଛନ୍ତି। ସୂଚନା ମିଳିଛି ଯେ ତାଙ୍କ ଘର ପୁରୁଣା ଷ୍ଟାଡିୟମ ପାଖରେ। ସେ ତାଙ୍କ କୁକୁର କୁ ଟ୍ରିଟମେଣ୍ଟ କରାଇବା ପାଇଁ ଅଙ୍ଗାରଗଡିଆ ର ପଶୁ ଡାକ୍ତର ପାଖକୁ ଆସିଥିଲେ ସେଠାରୁ ତାଙ୍କ ଘରକୁ ଫେରୁଥିବା ସମୟରେ ଗୋଟିଏ ଘର ସାମ୍ନାରେ ମୁନିସପାଲିଟି ତରଫରୁ ରଖା ଯାଇଥିବା ବାଲିରେ ତାଙ୍କ ଗାଡିର ଚକା ସ୍ଲିପ କରିଯାଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଵାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Please Share

Leave a Reply

Your email address will not be published. Required fields are marked *