ଆଜି ରାତି ୧୨ରୁ ୨୧ଦିନ ପାଇଁ ପୁରା ଭାରତରେ ‘ଲୋକ ଡାଉନ’ – ପ୍ରଧାନମନ୍ତ୍ରୀ

Advertisement
Advertisement
Click for Any Complaint Regarding This News
AAA Online Services

ଦିଲ୍ଲୀ : କରୋନା ମହାମରି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରକୁ ସମ୍ବୋଧନରେ ବଡ଼ ଘୋଷଣା । ଆଜି ମଧ୍ୟରାତ୍ରୀ ୧୨ଟା ରୁ ପୁରା ଦେଶରେ ସମ୍ପୂର୍ଣ୍ଣ ‘ଲୋକ ଡାଉନ’ ଲାଘୁ ହେବ। ଏହି ଲୋକ ଡାଉନ ଏକ ପ୍ରକାର କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ଏହି ଲୋକ ଡାଉନ ଆସନ୍ତା ୨୧ଦିନ ପାଇଁ ରହିବ ବୋଲି ଘୋଷଣା କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *