କୋରୋନା ପାଇଁ ମେଟ୍ରିକ ପରୀକ୍ଷା ସ୍ଥଗିତ
କଟକ : ଆଜି କୋରୋନା ପାଇଁ ରାଜ୍ୟ ସରକାର ମେଟ୍ରିକ ପରୀକ୍ଷା ସ୍ଥଗିତ କରିଥିବା ନିର୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର (୨୩.୦୩.୨୦୨୦) ତାରିଖରୁ ଆରମ୍ବ ହେବାକୁ ଥିବା ଏଚଏସସି ମେଟ୍ରିକ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି। ରାଜ୍ୟ ସରକାର ପକ୍ଷରୁ ଏହି ପରୀକ୍ଷା କେବେ ହେବ ବୋଲି କିଛି ଘୋଷଣା କରାଯାଇନାହିଁ।
ପ୍ରକାଶ ଥାଉ କି କୋରୋନା ପାଇଁ ସତର୍କ ମୂଳକ ପଦେକ୍ଷେପ ନିମନ୍ତେ ପୂର୍ବରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି।