ନିଶା କାରବାର ଉପରେ ପଦ୍ମପୁର ପୋଲିସର ଚଢ଼ଉ।

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ଼ : (ସୁବ୍ରତ କୁମାର ବିରତିଆ)

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଚାଲୁଥିବା ବେଆଇନ ନିଶା କାରବାର କୁ ବନ୍ଦ କରିବା ପାଇଁ ଗତ କିଛି ଦିନ ହେଲା ପଦ୍ମପୁର ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ପଦ୍ମପୁର ଥାନା ଅଧିକାରୀ ମାନସରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ ସବଇନ୍ସପେକ୍ଟର ଆର.କେ ହେମ୍ରମ,ଆସିଷ୍ଟାଂଟ ସବଇନ୍ସପେକ୍ଟର ବେହେରା,ହାବିଲଦାର ପି.ଏନ ସାହୁ,ହୋମଗାର୍ଡ ଶ୍ରୀକାନ୍ତ ସେଠ, ହୋମଗାର୍ଡ ଚିତ କୁମ୍ଭାର ପମୁଖ ଆଜି କୌଣସି ଏକ ବିଶିଷ୍ଟ ସୁତ୍ରରୁ ସୂଚନା ପାଇ ପଦ୍ମପୁର ଛତିଶଗଡ ରାସ୍ତାରେ ଥିବା ଜଟିଆ ବନ୍ଧ ନାମକ ଏକ ଜାଗାରେ ଚଢାଉ କରି ସୋମନାଥ ପାତ୍ର ନାମକ ଜଚ୍ଚଙ୍କୁ ଗିରଫ କରିବା ସହ ଏକ ଅପମିଶ୍ରିତ ନିଶା ଦ୍ରବ୍ୟ ଜାର୍କିନ, ୧୮୦ଟି ଏସ୍କପ କଫସିରପ, ୦୨ଟି ସ୍ଟ୍ରିପ ଏପ୍ରେକ୍ସ .୨୫ ଟେବଲେଟ ସହ ନଗଦ୧୦୮୭୦ଙ୍କା ଜବତ କରିଥିବା ନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପ୍ରଦିପ କୁମାର ସାହୁ  ସୁଚନା ଦେଇଛନ୍ତି ।

Please Share

Leave a Reply

Your email address will not be published. Required fields are marked *