କୋଟକଣାରୁ ଉଦ୍ଧାର ଅଜଣା ବୃ୍ଦ୍ଧାଙ୍କ ମଣିଜଙ୍ଗା ମେଡିକାଲରେ ମୃତ୍ୟୁ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):-ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ବଜାର ନିକଟସ୍ଥ କଟକ-ପାରାଦ୍ୱିପ ରାସ୍ତା କଡରେ ଜନୈକ ଅଜଣା ବୃଦ୍ଧା କାକରରେ ପଡି ଅସହ୍ୟ ଶୀତରେ ଥରୁଥିବା ବେଳେ ଗତକାଲି ରାତିରେ ସ୍ଥାନୀୟ କିଛି ଲୋକ ଆମ୍ବୁଲାନ୍ସ ଡାକି ବୃଦ୍ଧାଙ୍କୁ ମଣିଜଙ୍ଗା ମେଡିକାଲକୁ ପଠାଇ ଦେଇଥିଲେ ବୋଲି କୁହାଯାଉଛି।ଆଜି ସକାଳୁ ମଣିଜଙ୍ଗା ମେଡିକାଲରେ ଉକ୍ତ ଅଜଣା ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି।ଉକ୍ତ ବୃଦ୍ଧାଙ୍କର ପରିଚୟ ମିଳିନଥିବା ବେଳେ ମେଡିକାଲରେ ତିର୍ତ୍ତୋଲ ପୋଲିସ ପହଁଚି ତଦନ୍ତ ଚଳାଇଛି।

Please Share

Leave a Reply

Your email address will not be published. Required fields are marked *