ବରଗଡ- ପୂଜ୍ଯପାଦ ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ପୀଠ ପରିଷଦ, ଆଦିତ୍ଯ ବହିନୀ ଓ ଆନନ୍ଦ ବାହିନୀ ତରଫରୁ ପାଳିତ ହେବାକୁ ଥିବା ଗୀତା ଜୟନ୍ତୀ ପାଳନ ସପ୍ତାହ ଅବସରରେ ତା ୮୵୧୨ ରବିବାର ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ଏକାଦଶୀ ଦିବସରେ ବରଗଡ ଟାଉନ ଥାନା ସ୍ଥିତ ଶ୍ରୀ ଶ୍ରୀ ବଟେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସଳାଳ ଘ ୮. ୩୦ ମି ସମୟରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ବରିଷ୍ଠ ଶିଷ୍ଯ ଲଳିତ କୁମାର ପଣ୍ଡା ସପନୀକ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ନିଗାମା ନନ୍ଦ ମିଶ୍ର ବହ୍ମାଣ ସନକ କୁମାର ଷଡଙ୍ଗୀ ଆଚାର୍ଯ୍ଯ ଭାବେ ରେ କାର୍ଯ୍ଯ ସଂପାଦିତ କରିଥିଲେ । ବରଗଡ ଶାଖାର ଶତାଧିକ ଶିଷ୍ଯ ଶିଷ୍ଯା ଗୀତା ପାଠ ଓ ଭବନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଅନ୍ଯ ଶିଷ୍ଯ ଶିଷ୍ଯା ଙ୍କ ସହ ପୂର୍ଣ୍ଣ ଚନ୍ଦ୍ର ଦାଶ, କମ୍ବଧର ମିଶ୍ର, ରାମଚନ୍ଦ୍ର ଦାଶ, ବିଜୟ କୁମାର ମିଶ୍ର, ରାମଚନ୍ଦ୍ର ଷଡଙ୍ଗୀ, ଶାନନ୍ତୁ ପାଣିଗ୍ରାହୀ, ଭରତ ଚନ୍ଦ୍ର ପାଢ଼ୀ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବନମାଳି ଦାଶ, ରବି ନାରାୟଣ ମିଶ୍ର, ଶ୍ରୀମତୀ ସବିତା ପଣ୍ଡା, ସୁଜାତା ମିଶ୍ର, ନିତସ୍ବିନୀ ପଣ୍ଡା, ସୁବର୍ଣ୍ଣା ଶତପଥୀ, ଅରକ୍ଷିତ ଦାଶ, ସୌଦାମିନୀ ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଓ ଶିଷ୍ଯ ଶିଷ୍ଯା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ: ସୁବ୍ରତ କୁମାର ବିର୍ତ୍ତିଆ