୦୭.୧୨.୨୦୧୯
ମୁଖ୍ୟ ଖବର (କ୍ରାନ୍ତି ଓଡ଼ିଶା)
ନିର୍ଭୟା ଦୋଷୀଙ୍କୁ ଖୁବ୍ଶୀଘ୍ର ଫାଶୀ
ରାଜକ୍ଷମା ଆବେଦନ ଅଗ୍ରାହ୍ୟ ପାଇଁ ରାଷ୍ଟ୍ରପତିଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ, ପୋକ୍ସୋରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ଅଧିକାର ମିଳିବା ଉଚିତ ନୁହେଁ: ରାଷ୍ଟ୍ରପତି
ପରିବର୍ତ୍ତିତ କାଳିଆ ଯୋଜନା ନେଇ କୃଷିବିଭାଗର ବିଜ୍ଞପ୍ତି ; ବନ୍ଦ ହେବନି କାଳିଆ
ଅଯୋଧ୍ୟା ରାୟ ବିରୋଧରେ ଆଉ ୪ ସମୀକ୍ଷା ଆବେଦନ
ଜୀବନ ସହ ସଂଗ୍ରାମରେ ହାରିଗଲେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡ଼ିତା : ଶୁକ୍ରବାର ରାତି ୧୧.୪୦ରେ ମୃତ୍ୟୁ
ପୁଲିସକୁ ଆକ୍ରମଣ କରି ଖସି ଯିବାକୁ ଉଦ୍ୟମ ବେଳେ ହୋଇଥିଲା ଏନକାଉଣ୍ଟର: ଭିସି ସଜ୍ଜନାର
ହାଇଦରାବାଦ ଏନକାଉଣ୍ଟରକୁ ସମର୍ଥନ ; କଠୋର ଆଇନ ସପକ୍ଷରେ ବିଭିନ୍ନ ଦଳ ଏବଂ ମହିଳା ସଂଗଠନ
ଦକ୍ଷିଣ ଏସୀୟ କ୍ରୀଡ଼ା : ରୌପ୍ୟ ଜିତିଲେ ଓଡ଼ିଆ ଧାବକ ଅମୀୟ
ଭୁଲରେ ଚାଲାଣ କଟିଥିଲେ ଫେରସ୍ତ ପାଇବେ ଟଙ୍କା
୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ଓଡ଼ିଶାର ଟୁକୁ ସେଠୀଙ୍କୁ ରୌପ୍ୟ
ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ସରକାରଙ୍କ ଦ୍ଵାରା ଚଳିତବର୍ଷ ୧୩ଲକ୍ଷ ୫୦ହଜାର କୋଟି ଟଙ୍କାର କୃଷି ଋଣ ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ
ପ୍ରସ୍ତୁତି ଶେଷ – ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆସନ୍ତାକାଲି
୨୦୨୪ ସୁଦ୍ଧା ବାୟୁ ପ୍ରଦୂଷଣ ସ୍ତର ୩୦ ପ୍ରତିଶତ ହ୍ରାସ ପାଇଁ ଯୋଜନା