୦୬.୧୨.୨୦୧୯
ମୁଖ୍ୟ ଖବର (କ୍ରାନ୍ତି ଓଡ଼ିଶା)
ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକା ଦୁଷ୍କର୍ମ ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ମୃତ
ହାଇଦ୍ରାବାଦ ପୁଲିସ ଉପରେ ଫୁଲ ବର୍ଷା, ରାକ୍ଷୀ ବାନ୍ଧିଲେ ମହିଳା
୭୦ ହଜାର କୋଟିର ଜଳସେଚନ ଦୁର୍ନୀତିରେ ଅଜିତ ପୱାରଙ୍କୁ କ୍ଲିନଚିଟ୍
ଜିଡିପି ଅଭିବୃଦ୍ଧି ଆକଳନ ୫%କୁ ହ୍ରାସ କଲା ଆରବିଆଇ
ରାଜଧାନୀ ଉପକଣ୍ଠ ଭରତପୁର ନିକଟ ପଣ୍ଡାକୁଦିଆ ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ଘଟଣା, ତଥ୍ୟ ସଂଗ୍ରହ କଲେ ମହିଳା କମିଶନ ଅଧ୍ୟକ୍ଷା
ପୁଲିସ କ୍ବାର୍ଟର୍ସରେ ଚାଲିଥିଲା ସେକ୍ସ ରାକେଟ୍: ଜିତେନ୍ଦ୍ରଙ୍କ ଦ୍ବିତୀୟ ସ୍ତ୍ରୀ
ବରଗଡ଼ରେ ଧାନ ବିକ୍ରି ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା
ଜେଲରୁ ମୁକୁଳିବା ପରେ ସଂସଦରେ ପହଞ୍ଚିଲେ ଚିଦାମ୍ବରମ, ପିଆଜ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କଲେ।