ସର୍ବଭାରତୀୟ ଆନ୍ତଃ ରେଳବାଇ ଡ୍ରାମା ପ୍ରତିଯୋଗିତାରେ ପୂର୍ବତଟ ରେଳପଥକୁ ପ୍ରଥମ ପୁରସ୍କାର

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ପଶ୍ଚିମବଙ୍ଗର ଖଡ଼ଗପୁର ଠାରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ରେଳବାଇ ଡ୍ରାମା ପ୍ରତିଯୋଗିତାରେ ପୂର୍ବତଟ ରେଳପଥ ସାଂସ୍କୃତିକ ଦଳ ପ୍ରଥମ ସ୍ଥାନ ଅର୍ଜନ କରିଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ବିଜୟୀ ଦଳକୁ ପ୍ରଶଂସା କରିବା ସହିତ ରେଳାବାଇରେ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କୁ ଏହି ଧାରା ବଜାୟ ରଖିବାପାଇଁ କହିଛନ୍ତି । ମୁନ୍ସୀ ପ୍ରେମ ଚାନ୍ଦଙ୍କ ଗଳ୍ପ ବଡେ ଭାଇ ସାହେବକୁ ପୂର୍ବତଟ ରେଳପଥ ସାଂସ୍କୃତିକ ଦଳ ଏହି ପ୍ରତିଯୋଗିତାରେ ପରିବେଷଣ କରିଥିଲେ । ପୂର୍ବତଟ ରେଳପଥର ଅମନ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଡ୍ରାମା ନିର୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଅଛି

Please Share

Leave a Reply

Your email address will not be published. Required fields are marked *