୨୭.୧୧.୨୦୧୯ ମୁଖ୍ୟ ଖବର
(କ୍ରାନ୍ତି ଓଡ଼ିଶା)
ପ୍ରତିକ୍ଷାର ଅନ୍ତ ମହାରାଷ୍ଟ୍ରରେ ଆରମ୍ଭ ହେବ ଉଦ୍ଧବ ରାଜ୍
୧ ଡିସେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ
ଫଡନବିସ ସବୁଠାରୁ ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀ
ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ
ବଢ଼ିବନି ଟ୍ରାଫିକ ନିୟମ କୋହଳ ଅବଧି – ପହିଲାରୁ ଧରପଗଡ଼
ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି
ଡିସେମ୍ବର ୫ ସୁଦ୍ଧା ପ୍ରସ୍ତୁତ ହେବ ବାରବାଟୀ – ବିକ୍ରି ହେବନି ୫ ହଜାର ଟିକେଟ
୨୬/୧୧ ଆକ୍ରମଣର ସହିଦଙ୍କୁ ରାଇଟ୍ସ ଟୁ ବାଇଟ୍ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ଭିଜିଲାନ୍ସ ଜାଲରେ କୃଷି ବିଭାଗର ବରିଷ୍ଠ କିରାଣୀ
ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭୦ ତମ ସମ୍ବିଧାନ ଦିବସ ପାଳନ
ଅନନ୍ତନାଗରେ ଗ୍ରେନେଡ ଆକ୍ରମଣ:୨ ମୃତ
ଅଯୋଧ୍ୟା ରାୟର ପୁନର୍ବିଚାର ଆବେଦନ କରିବନି ସୁନ୍ନି ୱକଫ ବୋର୍ଡ
ଅର୍ଥତତ୍ତ୍ଵ(ଏଟି) ଚିଟ୍ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ