ଆଶୀର୍ବାଦ କୁ ମିଳିଲା ଜାମିନ

Advertisement
Advertisement
Click for Any Complaint Regarding This News
AAA Online Services

କଟକ : ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଶୀର୍ବାଦ ବେହେରାଙ୍କୁ ଜାମିନ ମିଳିଲା । ଆର୍ଶୀବାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଦେଢ ଲକ୍ଷ ଟଙ୍କାର ସିକ୍ୟୁରିଟି ଓ ଦୁଇ ଜାମିନଦାରଙ୍କ ବଦଳର ଜାମିନ ମିଳିଛି । ଗତ ସେପ୍ଟେମ୍ବର ୧୯ତାରିଖରେ ଏଟି ଚିଟଫଣ୍ଡ ମାମଲାରେ ଆର୍ଶୀବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ ।

Please Share

Leave a Reply

Your email address will not be published. Required fields are marked *