ଭୁବନେଶ୍ୱର: ବଦଳିଲେ ପୋଲିସ ଡିଜି। ପରବର୍ତ୍ତୀ ଡିଜି ଭାବେ ଅଭୟ ଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଅଭୟ ଏବେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି। ସେ ଦାୟିତ୍ବ ନେବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଇନ ଚାର୍ଜ ରହିବେ। ତାଙ୍କୁ ମଧ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି। ଫାୟାର ସର୍ଭିସ ଓ ହୋମଗାର୍ଡ ଡିଜି ଭାବେ ସୁନୀଲ ରାୟ ଙ୍କୁ ନିଯୁକ୍ତି ଦିଆଯାଇଛି।
ବଦଳିଲେ ପୋଲିସ ଡିଜି : ବିକେ ଶର୍ମା ଉପରେ କାର୍ଯ୍ୟାନୁଷ୍ଠାନ ; ଶ୍ରୀ ଅଭୟ ହେଲେ ନୂଆ ଡିଜି।
Click for Any Complaint Regarding This News
AAA Online Services