ଭୁବନେଶ୍ୱର : ଓଡ଼ିଶାର ୭ ଟି ସହର ଅତି ପ୍ରଦୂଷିତ ବୋଲି ଗବେଷଣାରେ ଜଣାପଡୁଛି। ଏହି ସନ୍ଦର୍ଭରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ସହରର ଜଳ ଓ ପବନରେ ବିଷ ଅଛି। ୧୯ଟି ଅଂଚଳରେ ଜଳ ବିଷାକ୍ତ। ରିପୋର୍ଟରେ ଅନୁଗୁଳ, ବାଲେଶ୍ୱର, କଟକ, ଭୁବନେଶ୍ୱର, କଳିଙ୍ଗ ନଗର ଯାଜପୁର ରୋଡ଼, ତାଳଚେର ଓ ରାଉରକିଲା ସହରର ନାମ ଉଲେଖ ଅଛି।
ଓଡ଼ିଶା ପ୍ରଦୂଷିତ ; ଜଳ ଓ ପବନରେ ବିଷ
Click for Any Complaint Regarding This News
AAA Online Services