୨୦.୧୧.୨୦୧୯ ମୁଖ୍ୟ ଖବର କ୍ରାନ୍ତି ଓଡ଼ିଶା

Advertisement
Advertisement
Click for Any Complaint Regarding This News
AAA Online Services

୨୦.୧୧.୨୦୧୯ ମୁଖ୍ୟ ଖବର

କ୍ରାନ୍ତି ଓଡ଼ିଶା

ଆଜିଠୁ ୨ ଦିନିଆ ବଲାଙ୍ଗୀର ବନ୍ଦ

ମହାରାଷ୍ଟ୍ରରେ ସରକାରକୁ ନେଇ ସସ୍‌ପେନ୍ସ ଜାରି, ଆଜି କଂଗ୍ରେସ-ଏନସିପି ନେତାଙ୍କ ବୈଠକ

ଅଯୋଧ୍ୟାରେ ୫ ଏକର ଜାଗା ନେବା ପ୍ରସଙ୍ଗରେ ସୁନ୍ନି ୱାକଫ୍‌ ବୋର୍ଡରେ ମତଭେଦ, ଅଧ୍ୟକ୍ଷଙ୍କ ବିରୋଧରେ ୨ ସଦସ୍ୟଙ୍କ ବିଦ୍ରୋହ

ମିଳିନି ୨ବର୍ଷର ଫସଲବୀମା ଟଙ୍କା: ଜିଲାପାଳ ଅଫିସ ସମ୍ମୁଖରେ ଚାଷୀଙ୍କ ଅନଶନ

୨୦୨୦ ସୁଦ୍ଧା ସହର ଓ ୨୦୨୫ ସୁଦ୍ଧା ଗାଁରେ ପାଇପ୍ ଯୋଗେ ମିଳିବ ପାନୀୟ ଜଳ

ଓଡିଶାରେ ସୁପରଷ୍ଟାର କମଲ ହସନଙ୍କୁ ଡକ୍ଟରେଟ୍

ରାହୁଲ, ସୋନିଆଙ୍କ ଏସପିସି ସୁରକ୍ଷା ପ୍ରତ୍ୟାହାରକୁ ନେଇ ଲୋକସଭାରେ କଂଗ୍ରେସର ହଙ୍ଗାମା
ଜେଏନୟୁ ଓ କାଶ୍ମୀର ପ୍ରସଙ୍ଗରେ ଅପରାହ୍ନ ୨ଟା ଯାଏ ରାଜ୍ୟସଭା ମୁଲତବୀ

ଜଗତସିଂହପୁର କାଠପୋଲଠାରେ ୩ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ରାଜ୍ୟରେ ଗଞ୍ଜେଇ ଚାଷକୁ ମିଳିବନି ଅନୁମତି: ଅବକାରୀ ସଚିବ

ବିରୋଧୀ ଦଳ ନେତାଙ୍କୁ କ୍ଷମା ମାଗିଲେ ବାଚସ୍ପତି

ଏନଜିଟି ଛାଟ: ଗଙ୍ଗାକୁ ବିଷାକ୍ତ କରୁଥିବା ଚମଡ଼ା କାରଖାନାକୁ ୨୮୦ କୋଟି ଜରିମାନା, ଉତ୍ତର ପ୍ରଦେଶ ସରକାରଙ୍କୁ ୧୦ କୋଟି

ଅଯୋଧ୍ୟାରେ ୫ ଏକର ଜାଗା ନେବା ପ୍ରସଙ୍ଗରେ ସୁନ୍ନି ୱାକଫ୍‌ ବୋର୍ଡରେ ମତଭେଦ, ଅଧ୍ୟକ୍ଷଙ୍କ ବିରୋଧରେ ୨ ସଦସ୍ୟଙ୍କ ବିଦ୍ରୋହ

Please Share

Leave a Reply

Your email address will not be published. Required fields are marked *